Posts

Showing posts from July, 2018

Solved Swayam MCQ, Course -504, Unit - I, week - 3, (IN ODIA)

Image
                                                           SWAYAM MCQ TEST                                           COURSE – 504/ UNIT – 1 (WEEK – 3) 1 – ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ସଂଖ୍ୟା ଅନୁସାରେ କିଛି ଚକଲେଟ ଶିକ୍ଷାର୍ଥୀ ମାନଙ୍କୁ ଦିଆଯାଉ l ସେମାନଙ୍କୁ କୁହାଯାଉ ଯେ , ସେମାନେ ପରସ୍ପରକୁ ଗୋଟିଏ ଲେଖାଏଁ ଚକୋଲେଟ ଦେବେ l ଏହି ପ୍ରକ୍ରିୟା ଦ୍ୱାରା ଗଣିତର କେଉଁ ଅବଧାରଣାକୁ କାର୍ଯ୍ୟ l ନ୍ଵିତ କରାଯାଇପାରିବ ?          ବାଛିବା           😀ମେଳ କରିବା               ତୁଳନା କରିବା              ଆଦେଶ ଦେବା 2 – ପ୍ରତ୍ୟେକ ଶିଶୁ ନିଜର ଭାବନା ଅନୁସାରେ ଅଦ୍ଵିତୀୟ ଅଟନ୍ତି l ଏହା ହୋଇଥାଏ ସେମାନଙ୍କର       😀 ଅନୁଭୂତି ଦ୍ୱାରା           ପ୍ରତିନିଧିତ୍ଵ ଦ୍ୱାରା           କଳ୍ପନା ସାମର୍ଥ୍ୟ ଦ୍ୱାରା           ମାନସିକ ସଂରଚନା ଦ୍ୱାରା 3 – ଯେତେବେଳେ ଶିକ୍ଷାର୍ଥୀମାନେ ଯୋଗକ୍ରିୟା ଶିଖିବାରେ ସକ୍ଷମ ହେବେ , ସେତେବେଳେ କେଉଁ ଗାଣିତିକ କାର୍ଯ୍ୟକୁ ଏକ ସମୟରେ ବିକଶିତ କରାଯାଇପାରିବ ?       ହରଣ            😀ଗୁଣନ           ସୁବ୍ୟବସ୍ଥିତ        ତୁଳନା 4 – ଶିକ୍ଷାର୍ଥୀମାନଙ୍କୁ ଏକ ଆୟତାକାର ପଟି ପ୍ରଦାନ କରନ୍ତୁ l ସେମାନଙ୍କୁ ଠିକ ସମାନ ପ୍ରକାର ଏବଂ ରଙ୍ଗ ବିଶିଷ୍ଟ ଏକ ଆ